Another Arrest in GRP Constable Soumya Ranjan Swain Murder Case

#ସ ୌମ୍ୟ_ହତ୍ୟା #ଆଉ_ଜଣ େ_ଗିରଫ ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଂଜନ ସ୍ୱାଇଁ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ପଟିଆର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ କଟକ ସଦର ଗଣେଶ୍ୱରଗଡ଼ାର ଅଶୋକ କୁମାର ଜେନା । ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଜିକୁ ମିଶାଇ ଏହି ଘଟଣାରେ ମୋଟ୍ ୧୭ ଜଣ ଗିରଫ ହେଲେଣି । #SoumyaSwain #BaliantaMurderCase #CrimeBranch #Bhubaneswar #OdishaCrime #GRPConstable #BreakingNews #Cuttack #OdishaTV #OTV In a major development in the murder case of GRP const