Industrial Growth Push Begins as JSW Utkal Starts Steel Plant Work in Paradip Dhinkia

#ଆଜ ି_ଢିଙ୍କିଆ_ଯିବେ_ମୁଖ୍ୟମନ୍ତ୍ରୀ ପୂର୍ବ ଉପକୂଳରେ ଶିଳ୍ପ ପ୍ରଗତି ଏବଂ ଅର୍ଥନୈତିକ ବିକାଶର ମୂଳଦୁଆ ପଡ଼ିବାକୁ ଯାଉଛି। ପାରାଦୀପ ଢିଙ୍କିଆ ଅଞ୍ଚଳରେ ଏକ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର କାର୍ଯ୍ୟ ଆଜିଠୁ ଆରମ୍ଭ ହେଉଛି। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। JSW ଉତ୍କଳ ଢିଙ୍କିଆରେ ତାର ପ୍ରସ୍ତାବିତ ସମନ୍ବିତ ଇସ୍ପାତ କାରଖାନା ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ କରିବାକୁ ଯାଉଛି। A major industrial and economic development initiative is set to begin in Odisha’s eastern coastal region as work on the proposed integrated steel plant