Petrol, Diesel Prices Hiked Again; Fourth Increase in Just 10 Days

#୧୦_ଦ ିନ_ମଧ୍ୟରେ_୪ର୍ଥ_ଥର_ବଢ଼ିଲା_ପେଟ୍ରୋଲ_ଡିଜେଲ ପୁଣି ବଢ଼ିଲା ତେଲ ଦର। ପେଟ୍ରୋଲ ୨ ଟଙ୍କା ୬୧ ପଇସା, ଡିଜେଲ ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି। ୧୦ ଦିନରେ ଚତୁର୍ଥ ଥର ପାଇଁ ଦର ବଢ଼ିଛି। Fuel prices have increased once again across the country, with petrol prices rising by ₹2.61 per litre and diesel prices going up by ₹2.71 per litre. This marks the fourth fuel price hike within just 10 days, adding to the burden on consumers. The continuous increase in petrol a