Third-degree allegation at Barang Police Station sparks massive protest

#ଥ ାନାରେ_ଥାର୍ଡ_ଡିଗ୍ରୀ #ପ ୍ରବଳ_ଉତ୍ତେଜନା ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଚଣ୍ଡୀପ୍ରସାଦ ଗ୍ରାମବାସୀ । ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ତଥ୍ୟ ନ ମିଳିବାରୁ ଉତ୍ତେଜନା । ରାସ୍ତାରେ ଅଟକିଲା ଗାଡ଼ି ମୋଟର । #OdishaNews #BreakingNews #BarangPoliceStation #CuttackBhubaneswarRoad #PoliceAllegation #RakeshCase #LawAndOrder #ProtestNews #OdishaTV #OTV Tension escalated at Barang Police Station after allegations of third-degree torture of a youth named Rakesh s