#ପ ିଲାଙ୍କ_ପଢ଼ା_ବହିରେ_ସାଂଘାତିକ_ବିଭ୍ରାଟ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ବହିରେ ଯଦି ଶହ ଶହ ଭୁଲ, ତାହେଲେ ହେବ କଣ ? ଏଥିପାଇଁ କିଏ ଦାୟୀ ? ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାବହିରେ ମାଳ ମାଳ ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଛି। ପିଲାଙ୍କ ବହିରେ ଚିହ୍ନଟ ହୋଇଛି ୧୬୭୮ଟି ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି। କେବଳ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୭୦୫ଟି ଭୁଲ। ଏମିତି କିଛି ସାଂଘାତିକ ତ୍ରୁଟି ରହିଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ବୁଲେଇ ଯିବ। ଯାହାକୁ ନେଇ ଶିକ୍ଷକ ଓ ଅଭିଭାବକ କ୍ଷୁବ୍ଧ ହୋଇଥିବା ବେଳେ ମନ୍ତ୍ରୀ ଏହାକୁ ହାଲକା ଭାବେ ନେଇ କହିଛନ୍ତି, ସେସବୁର ସ