ତାମିଲନାଡୁ ଗ୍ୟାସ ଲିକ ଘଟଣା। ଆଉ ଜଣେ ଓଡିଆଙ୍କ ମୃତ୍ୟୁ। ଚିକିତ୍ସିତ ଆବସ୍ଥାରେ ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ଝିଅ ରୋହଣୀ ଜୁଆଙ୍ଗ। ଦୁର୍ଘଟଣା ଦିନ ଠାରୁ ରୋହିଣୀ ସଙ୍କଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ଥିଲେ। ଗତକାଲି ମଧ୍ୟ ରାତିରେ ରୋହଣୀଙ୍କ ମୃତ ଶରୀର ଗାଁରେ ପହଞ୍ଚିଛି। ସେପଟେ ଗତକାଲି ନଅ ଜଣ ଯୁବକ ଯୁବତୀଙ୍କୁ ଶ୍ରମ ବିଭାଗ ତାମିଲନାଡୁରୁ କେନ୍ଦୁଝରକୁ ଆଣିଛନ୍ତି। ଗ୍ୟାସ ଟ୍ରାଜେଡି, ଆଉ ଜଣେ ଓଡି଼ଆ ମୃତ ତାମିଲନାଡୁ ଗ୍ୟାସ ଲିକ ଘଟଣା ଆଉଅ ଜଣେ ଓଡିଆଙ୍କ ମୃତ୍