Brahma Kumaris Member Says President Droupadi Murmu Was Happy to See Them in Rairangpur

#ଆମକ ୁ_ଦେଖି_ରାଷ୍ଟ୍ରପତି_ଖୁସି_ହେଲେ ଆମେ ସବୁ ବ୍ରହ୍ମାକୁମାରୀ ପରିବାରର ଥିଲୁ। ଆମକୁ ଦେଖି ରାଷ୍ଟ୍ରପତି ଖୁସି ହେଲେ। ଏହା କହିଛନ୍ତି ବ୍ରହ୍ମକୁମାରୀ ପରିବାରର ଜଣେ ସଦସ୍ୟା। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। President Droupadi Murmu arrived in her birthplace Rairangpur, where she participated in various official programmes and inaugurated several development projects. During the visit, members of the Brahma Kumaris family were present and interacted with the President. A