HIV Concern at Bhubaneswar's Jharpada Jail as 8 Inmates Test Positive

#ଜ େଲରେ_HIV_ଟେନସନ୍ #୮_ଅନ ୍ତେବାସୀ_ପଜିଟିଭ୍ ଜେଲରେ HIV ଟେନସନ୍। ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। Health concerns have intensified at Jharpada Special Jail in Bhubaneswar after eight inmates were reported to be HIV-positive. The issue gained attention following the identification of a recently remanded undertrial as HIV-positive. #Bhub