Kangana Ranaut Plants Sapling in Bhubaneswar Ahead of Film Premiere Event

#ଓଡ଼ ିଶାରେ_ପହଞ୍ଚି #କଙ ୍ଗନା_କଲେ_ବଡ଼_ଘୋଷଣା ଭୁବନେଶ୍ବରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ। ନିଜ ଅଭିନୀତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିଅର୍ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି କଙ୍ଗନା। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ଏକ ବୃକ୍ଷ ରୋପଣ କରିବା ସହ ଏକ୍ ପେଡ୍ ମା କେ ନାମ୍ ପର୍ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି। #Odisha #OdishaNews #KanganaRanaut #Bhubaneswar #Bollywood #EntertainmentNews #FilmPromotion #BreakingNews #CelebrityVisit #OTV #OdishaTV Bollywood actress and Member of Parliament K