Money Collected for Government Houses? Serious Allegations Surface from Kujang Block

#ଟଙ ୍କା_ଦିଅ #ଆବ ାସ_ଯୋଜନା_ଘର_ନିଅ ! ସରକାରୀ ଆବାସ ଦେବା ନାଁରେ ଟଙ୍କା ଆଦାୟର ସଙ୍ଗୀନ ଅଭିଯୋଗ। ଦୁଇ ବର୍ଷ ତଳେ ଦୁଇ ହଜାର ଟଙ୍କା ଲେଖାଏଁ ନେଇଥିଲେ ବି ନା ମିଳିଲା ଘର, ନା ଫେରିଲା ଟଙ୍କା। ଶହ ଶହ ଯୋଗ୍ୟ ପରିବାର ସରକାରୀ ଆବାସ ଓ ଶୌଚାଳୟରୁ ବଞ୍ଚିତ ଥିବା ଅଭିଯୋଗ ମଧ୍ୟ ଉଠିଛି। କୁଜଙ୍ଗ ବ୍ଲକରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ଦେଖନ୍ତୁ ଏହି ରିପୋର୍ଟ। #Kujang #Jagatsinghpur #GovernmentHousing #PMAY #HousingScheme #OdishaNews #RuralDevelopment #ToiletScheme #OdishaTV #OTV Serious allegations have emerged from Kujang Block in Jagatsinghpur district