No Cyclone Forecast Yet, But Low Pressure to Bring Heavy Rain to Odisha

ଉପକୂଳିଆଙ୍କ ଭିତରେ ଛନକା ପୁରାଇଛି ବାତ୍ୟା ଭୟ। ହେଲେ ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ ସେଭଳି କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଏପଟେ ଅଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି, ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି। ଆଗାମୀ ଦିନରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଆଉ ଏହାର ପ୍ରଭାବରରେ ୨୨ରୁ ୨୫ ଓଡ଼ିଶାରେ ଛେଚିବ ପ୍ରବଳ ବର୍ଷା। #OdishaWeather #CycloneAlert #BayOfBengal #LowPressure #HeavyRain #OdishaRain #WeatherUpdate #IMD #OdishaTV #OTV Cyclone