“OTV Has Given Odisha a Global Identity,” Says BJP MP Pradeep Panigrahy

#ଓଡ଼ ିଶାକୁ_ବିଶ୍ବରେ_ପରିଚୟ_ଦେଇଛି_ଓଟିଭି ଆଜି ଓଟିଭି ପକ୍ଷରୁ ଦିଆଯାଇଛି ଓଡିଶା ସିଟିଜେନ୍ସ ଆୱାର୍ଡ-2026। ଓସିଏର ଏହା ୧୪ତମ ସଂସ୍କରଣ। ୧୦ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାକୁ ଦେଶ, ବିଦେଶରେରେ ପରିଚୟ ଦେଇଛି ଓଟିଭି ।ଏହା କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ। The 14th edition of the OTV Odisha Citizens Award 2026 was held in Bhubaneswar, recognising change makers across 10 categories. Speaking at the event, BJP MP Pradeep Panigrahy said OTV has given Odisha recognition at the global level. #OdishaCitizensAward #O