Son Claims Slipper Helped Identify Father as Police Probe Suspected Murder in Mayurbhanj

#ହତ ୍ୟାର_ପ୍ରମାଣ_ଦେବ_କି_ଛିଣ୍ଡା_ଚପଲ୍ ? ଏବେ ଦେଖିବା ବାପାଙ୍କ ଚପଲକୁ ନେଇ ଏକ ଭିନ୍ନ କାହାଣୀ। ଯେଉଁ ଚପଲ୍ ଚିହ୍ନାଇଦେଲା ଅଢ଼େଇ ବର୍ଷ ତଳେ ପ୍ରାଣ ହରାଇଥିବା ବାପାଙ୍କୁ। କିଏ ଓ କାହିଁକି ହତ୍ୟା କରିଥାଇପାରନ୍ତି, ବାପାଙ୍କ ଚପଲକୁ ଦେଖି ଜାଣିବା ପରେ ପୁଅ ବଖାଣିଛି ପୁରା କାହାଣୀ। ଯାହା ସମସ୍ତଙ୍କୁ ଚକିତ କରିଛି ସତ, ହେଲେ ଚପଲରୁ କେମିତି ପ୍ରମାଣିତ ହେବ ମୃତକଙ୍କ ପରିଚୟ, ସେନେଇ କିନ୍ତୁ ପୋଲିସ ଚଳାଇଛି ତଦନ୍ତ। ଦେଖନ୍ତୁ ମୟୁରଭଞ୍ଜ ସୁରେଇସାହି ଗାଁରୁ ଏକ ରକ୍ତଭିଜା ରୋଚକ କାହାଣୀ A torn slipper has emerged as a possible clue in a suspected murder case from Sureisahi village i