ବ୍ରହ୍ମପୁର: ପୂର୍ବ ଭାରତରୁ ଦକ୍ଷିଣ ଭାରତ ଦୂରତା କମିଯିବ। ବ୍ୟବସାୟ ବଢ଼ିବା ସହ ଗମନାଗମନ ସୁବିଧା ହେବ। ବିଶାଖାପାଟଣା (ଭାଇଜାଗ୍)-ଖଡ଼ଗପୁର ନୂଆ ଏକ୍ସପ୍ରେସ୍ୱେ ନିର୍ମାଣ ହେବାକୁ ରାସ୍ତା ପରିଷ୍କାର ହୋଇଛି। ଏଥିନେଇ କିଛି ବର୍ଷ ଧରି ଚାଲିଥିବା ଯୋଜନା ସାକାର ହେବାକୁ ଯାଉଛି। ଏହି ରାଜପଥ ଲାଗି ଡିପିଆର୍ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଯାହା ଦକ୍ଷିଣ ଓଡ଼ିଶା ଲାଗି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। Nandankanan vulture: ନନ୍ଦନକାନନରେ ଲମ୍ବା ବେକ ଶାଗୁଣା ଶାବକ ମୃତ ଉପକୂଳ ରାଜପଥରୁ ଗଞ୍ଜାମ ବାଦ୍ ପଡ଼ିଲା। ଏହି ଗ୍ରିନ୍ଫିଲ୍ଡ ହାଇୱେ ପଶ୍ଚିମବଙ୍ଗର ଦୀଘା ଯାଏଁ ଯାଇଥାନ୍ତା। ତେଣୁ ଏହାକୁ