Sreemayee Mishra Returns to Big Screen with Odia Film 'Pashapali'

#ଶ ୍ରୀମୟୀ_ଫିଲ୍ମ... #କ ାହାଣୀରେ_ବିଜେଡି_ଗୁମର? ବଡ଼ ପରଦାକୁ ଆସିବେ ଶ୍ରୀମୟୀ। ସିନେମା କରିବେ ଶ୍ରୀମୟୀ ମିଶ୍ର। ଓଡ଼ିଆ ସିନେମା ‘ପଶାପାଲି’ର ମୁହୁରତ କଟକ ସାଲେପୁର ଜଗନ୍ନାଥ ମନ୍ଦିରରେ ଆଜି ହୋଇଛି। ସିନେମାରେ ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ ଥିବା ଚର୍ଚ୍ଚା ହେଉଛି। ଏନେଇ ଶ୍ରୀମୟୀ କିଛି କହିନଥିଲେ ବି ସିନେମାର ଟାଇଟାଲ୍ ଏମିତି କିଛି ବର୍ଣ୍ଣନା କରୁଛି। Sreemayee Mishra is set to make her return to the big screen with the upcoming Odia film 'Pashapali'. The muhurat ceremony of the film was held today at the Salepur Jagannath Temple in Cuttack di