Truth Must Come Out: MLA Sofia Firdous Reacts to IIC Beauty Mohanty's Death

#ସତ_ସ ାମ୍ନାକୁ_ଆସିବା_ଦରକାର କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଏବେ ଅନେକ ପ୍ରଶ୍ନ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସତ୍ୟ ସାମ୍ନାକୁ ଆସୁ ବୋଲି କହିଛି ସୋଫିଆ। The death of Chauliaganj Police Station IIC Beauty Mohanty, whose body was found hanging in Cuttack, continues to draw reactions from public representatives. Responding to the incident, MLA Sofia Firdous said that the truth behind the officer's death must come to light and called for the