‘ #ମର ିବୁ_ପଛେ_ଗାଁ_ଛାଡ଼ିବୁ_ନାହିଁ’ ମରିବୁ ପଛେ, ଗାଁ ଛାଡ଼ିବୁ ନାହିଁ। ସୁକତେଲ ପ୍ରକଳ୍ପର ଟେନସନ ବଢ଼ାଇଛନ୍ତି କୁମିଆଁପାଲି ଗ୍ରାମବାସୀ। ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ | ଏବର୍ଷ ଡ୍ୟାମରେ ରଖାଯିବ ସମ୍ପୂର୍ଣ ପାଣି | ଆସନ୍ତା ସେପ୍ଟେମ୍ବର ମାସରେ ଚାଷ ଜମିକୁ ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର | ଏହାସତ୍ତ୍ବେ ଗାଁ ଛାଡୁନାହାନ୍ତି ୮୪ ଆଦିବାସୀ ପରିବାର। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାଁ ଛାଡିବାକୁ ସଫା ସଫା ମନା କରିଦେଇଛନ୍ତି ସେମାନେ । Tension has escalated in Kumiapali village of Balangir district as 84 tribal families have refused to vac