Woman’s Body Found Under Mysterious Circumstances in Cuttack’s Niali

#ସନ ୍ଦେହଜନକ_ଅବସ୍ଥାରେ_ଉଦ୍ଧାର_ମହିଳାଙ୍କ_ମୃତଦେହ କଟକ ନିଆଳି ବଜାରରେ ସନ୍ଦେହଜନକ ଅବସ୍ଥାପେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳୀପୁରର କାଦମ୍ବିନୀ ନାଥ। ପ୍ରାୟ ୧୦ ବର୍ଷ ତଳେ ସେ ନିଆଳିର ରୋମିଓ ରଞ୍ଜନ ଦାସଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ କାଦମ୍ବିନୀଙ୍କୁ ଶାଶୁ ଘରେ ନିର୍ଯାତନା ଦିଆଯାଉଥିଲା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଆଜି ତାଙ୍କ ସ୍ୱାମୀ ଫୋନ୍ କରି କାଦମ୍ବିନୀଙ୍କ ମୃତ୍ୟୁ ନେଇ ପରିବାରକୁ ସୂଚନା ଦେଇଥିଲେ। ପରେ ପରିବାର ଲୋକେ ଆସି ଘର ଭିତରେ ତାଙ୍କ ମୃତଦେହ ଦେଖିଥିଲେ। A woman’s body was recovered under my